| ଏନ୍.ଟି.ଏମ୍ ର ମୁଖ୍ୟକାର୍ଯ୍ୟଗୁଡିକ ହେବ--: | 
            
                | ୧. | ଆଠନମ୍ବର ଅନୁସୂଚୀରେ ଥିବା ୨୨ଟି ଭାଷାରେ ବୈଜ୍ଞାନିକ ଏବଂ ପାରିଭାଷିକ ଶବ୍ଦାବଳୀର ବିକାଶ. | 
            
                | ୨. | ଅନୁବାଦକ ଶିକ୍ଷା | 
            
                |  | - ସ୍ୱଳ୍ପକାଳୀନ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ - ଭାଷାର ଅଂଶରୂପେ ଅନୁବାଦକମାନଙ୍କ ପାଇଁ ଏକ ପାଠ୍ୟକ୍ରମର ରଚନା.
 - ଶିକ୍ଷାଦାନ କାର୍ଯ୍ୟକ୍ରମ
 - ଅନୁବାଦ ଉଦ୍ୟୋଗରେ ଏବଂ ତତ୍ ସଂମ୍ପର୍କିତ କ୍ଷେତ୍ରରେ ସ୍ୱତନ୍ତ୍ରପାଠ୍ୟକ୍ରମର ବିକାଶ
 - ଛାତ୍ରବୃତ୍ତି କାର୍ଯ୍ୟକ୍ରମ
 - ଗବେଷଣାମୂଳକ ପ୍ରକଳ୍ପପାଇଁ ପ୍ରୋତ୍ସାହନ
 | 
            
                | ୩. | ତଥ୍ୟର ପ୍ରସାର ଓ ପ୍ରଚାର | 
            
                | ୪. | ଉତ୍ତମଗୁଣ ସମ୍ପନ୍ନ ଅନୁବାଦର ପ୍ରୋତ୍ସାହନ ଏବଂ ପ୍ରସାର. | 
            
                | ୫. | ମେସିନ୍ ଟ୍ରାନ୍ସଲେସନ ଏବଂ .ମେସିନ୍ ଏଡେଡ୍ ଟ୍ରାନ୍ସଲେସନ ର ପ୍ରୋତ୍ସାହନ. | 
            
                |  | - ଇଂରାଜୀ ଏବଂ ଭାରତୀୟ ଭାଷାଗୁଡିକ ମଧ୍ୟରେ - ଗୋଟିଏ ଭାରତୀୟ ଭାଷା ଏବଂ ଅନ୍ୟ ଏକ ଭାରତୀୟ ଭାଷା ଭିତରେ.
 - ଭାରତୀୟ ଭାଷା ଏବଂ (ବିଶ୍ୱସମୁଦାୟର ଭାଷା ଗୁଡିକ ଭିତରେ)ମୁଖ୍ୟ ବିଦେଶୀଭାଷା ଭିତରେ.
 | 
            
                | ୬. | ଉଚ୍ଚମାନର ଅନୁବାଦ ଉପକରଣ ଯେପରି ଶବ୍ଦକୋଶ,ଥେସରି,ୱାର୍ଡଫାଇନ୍ଡର୍ସ, ଅନ୍ଲାଇନ୍ ଲୁକ୍ ଅପ୍ସ,ମେମୋରି,ୱାର୍ଡନେଟ୍,
                    ଇତ୍ୟାଦିର ସୃଷ୍ଟି ଏବଂ ଏହା ମଧ୍ୟ ଦେଖିବାର ଅଛି ଯେ ଏସବୁ ସୁବିଧା ଯେମିତି ବିସ୍ତୃତ କ୍ଷେତ୍ର ରେ
                    ଯେପରି ମୋବାଇଲ୍ ଉଦ୍ୟୋଗ ରେ ଉପଲଭ୍ୟ ହୋଇପାରିବ. |