फोसावनाय

0
Knowledge text translations
0
E-books
0
TEIL series volumes
0
Translation Today issues
0
Dictionaries & Thesauri
0
Special volumes
0
Popular science series
0
Published languages
0
Upcoming translations
0
Translations in progress
0
Translation rights available
0
Translation equivalents compiled
0
Collaborative work publications
ଏହି ଅନୁବାଦ ପ୍ରକ୍ରିୟାକୁ ବେଶୀ ବ୍ୟବସ୍ଥିତ କରିବା ପାଇଁ, ଏନଟିଏମ୍ କେତେଗୁଡ଼ିଏ ପଦକ୍ଷେପ ନିଏ ସେଗୁଡ଼ିକ ହେଉଛି : ଅନୁବାଦ କରିବା ପାଇଁ ପାଠ୍ୟ ପୁସ୍ତକର ଚିହ୍ନଟ କରିବା, ଚିହ୍ନିତ ପାଠ୍ୟପୁସ୍ତକର ବୌଦ୍ଧିକ ବସ୍ତୁ ଅଧିକାର ପାଇବା, ଭାରତୀୟ ଭାଷାର ପ୍ରକାଶକମାନଙ୍କୁ ଯୋଗାଯୋଗ କରିବା ଏବଂ ସଂପାଦକୀୟ ସହାୟତା ଗୋଷ୍ଠୀ ଦ୍ୱାରା ଅନୁଦିତ ପାଠ୍ୟର ମୂଲ୍ୟାୟନ କରିବା ଅନୁବାଦର ମୂଲ୍ୟାୟନ ଦୁଇଟି ସ୍ତରରେ ହୁଏ| ଅନୁବାଦକ ପ୍ରଥମେ ଅନୁବାଦର ଦଶ ପୃଷ୍ଠା ପ୍ରଥମ ମୂଲ୍ୟାୟନ ଏବଂ ସ୍ୱୀକୃତି ପାଇଁ ଏନଟିଏମ୍ କୁ ପଠାଏ ଯେତେବେଳେ ଅନୁଦିତ ପାଠ୍ୟର ସମ୍ପୂର୍ଣ୍ଣ ପାଣ୍ତୁଳିପି ଏନଟିଏମ୍ କୁ ଦିଆଯ଼ାଏ, ଶେଷ ମୂଲ୍ୟାୟନ କରାଯାଏ| ଏହି ମୂଲ୍ୟାୟନ ବ୍ୟବସ୍ଥା ଅନୁବାଦର ଗୁଣାତ୍ମକ ମାନ ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ |