|  | 
                 
         
         | 
        ପୁସ୍ତିକା
                         
    
        
            
                | ଅନବାଦକଙ୍କ ପାଇଁ ପୁସ୍ତିକାଟି ଭାରତୀୟ ଭାଷାରେ ଜ୍ଞାନପାଠ୍ୟର ଅନବାଦ କରୁଥିବା ଅନୁବାଦଙ୍କ ପାଇଁ
                    ତାତ୍ତ୍ୱିକ ତଥା କାର୍ଯ୍ୟମୂଳକ ଗାଇଡ୍ ଅଟେ |ଏନଟିଏମ୍ ର ବିଭିନ୍ନ କାର୍ଯ୍ୟକ୍ରମରୁ ମିଳିଥିବା ତଥ୍ୟ
                    ଏବଂ ବିଶାରଦମାନଙ୍କ ପରାମର୍ଶ ନେଇ ଏହି ପୁସ୍ତିକାଟି ପ୍ରସ୍ତୁତ କରାଯାଇଛି ଯାହା ଅନୁବାଦକର ଅନୁବାଦ
                    ଦକ୍ଷତାର ବିକାଶରେ ସାହାଯ୍ୟ କରିବ | |  
                |  |  |  |