| 
         
         
         
         
                
    
                
                
                
                
                
                
                    
                    
                     
                    
             
              | 
             
        
               
                
                 
         
         
         
         
            
    
        ଗୋପନୀୟତା ନୀୟମ
         
         
                    
                         
    
        
            
                
                    ରାଷ୍ଟ୍ରୀୟ ଅନୁବାଦ ମିସନ୍ (“ମିସନ୍”) ଆପଣଙ୍କର ଗୋପନୀୟତା ରକ୍ଷା ପାଇଁ ପ୍ରତିବଦ୍ଧ ଅଟେ. ମିସନ୍
                    ର ଓ୍ବେବସାଇଟ୍ www.ntm.org.in (“ସାଇଟ୍”)
                    ବ୍ୟବହାର କରି ଆମେ କିପରି ଉପଯୋଗ କରୁଛୁ ଦୟାକରି ନିମ୍ନଲିଖିତ ଗୋପନୀୟତା ନୀତି ପଢ଼ନ୍ତୁ, ଏହା ବୁଝିବାକୁ
                    କି ଲୋକଙ୍କ ଠାରୁ ପ୍ରାପ୍ତ ହୋଇଥିବା ସୂଚନାକୁ ଆମେ କିପରି ବ୍ୟବହାର ଏବଂ ସୂଚନା କୁ ସଂରକ୍ଷିତ କରୁଛୁ.
                     
                     
                    ସାଇଟ୍ କୁ ବ୍ୟବହାର କରି ଆପଣଙ୍କର ସଂକଳନ/ଅବଧାରଣ କରିବାକୁ ସହମତି ଏବଂ ଏହି ନୀତି ଅନୁସାରେ ଆପଣଙ୍କର
                    ବ୍ୟକ୍ତିଗତ ସୂଚନାର ବ୍ୟବହାର
                 | 
             
            
                | 
                     
                 | 
             
            
                
                    
                        ଆମେ ଆପଣଙ୍କ ଠାରୁ ସଂଗ୍ରହ କରିଥିବା ସୂଚନା
                 | 
             
            
                | 
                    ଆମେ ଆପଣଙ୍କ ବିଷୟରେ ସଂଗ୍ରହ କରିଥିବା ସୂଚନା:
                 | 
             
         
        
            
                | 
                     
                 | 
                
                    »
                 | 
                
                    ଆମ ସାଇଟ୍ ରେ ରେଜିଷ୍ଟର୍ କଲାବେଳେ କିମ୍ବା ସାଇଟ୍ ଦ୍ବାରା କୌଣସି ଯାଞ୍ଚ ପ୍ରଦାନ ବେଳେ ଆପଣ ପ୍ରଦାନ
                    କରିଥିବା ଆପଣଙ୍କର ବ୍ୟକ୍ତିଗତ ବିବରଣୀ (ଯେପରିକି ଆପଣଙ୍କର ନାମ, ସମ୍ପର୍କ ବିବରଣୀ, ଇ ମେଲ୍ ଠିକଣା
                    ଇତ୍ୟାଦି)
                 | 
             
            
                | 
                     
                 | 
                
                    »
                 | 
                
                    ଆପଣ ଯେତେବେଳେ ସର୍ବେକ୍ଷଣକୁ ପ୍ରତିକ୍ରିୟା କରିବେ ଯାହାକି ଆମେ ଆପଣଙ୍କୁ ରିସର୍ଚ୍ଚ ପ୍ରସ୍ତାବ
                    ସମ୍ପୂର୍ଣ୍ଣ କରିବାକୁ ପଚାରିଥିଲୁ; ଏବଂ
                 | 
             
            
                | 
                     
                 | 
                
                    »
                 | 
                
                    ପାଞ୍ଚଟି ଡାଟାବେସ୍ ଯଥା ଭାରତୀୟ ବିଶ୍ବବିଦ୍ୟାଳୟ ମାନଙ୍କର ଡାଟାବେସ୍, ଅନୁବାଦକ ମାନଙ୍କର ଜାତୀୟ
                    ପଞ୍ଜୀକରଣ, ପ୍ରକାଶକ ମାନଙ୍କର ଡାଟାବେସ୍, ଅନୁବାଦର ଗ୍ରନ୍ଥସୂଚୀ, ଅଧ୍ୟାପକ ଡାଟାବେସ୍ / ବିଶେଷଜ୍ଞଙ୍କର
                    ଭଣ୍ଡାର, ଶବ୍ଦକୋଷ ଏବଂ ଗ୍ଲସରୀ ଗୁଡ଼ିକର ଡାଟାବେସ୍ ର ଉତ୍ପାଦନ ଏବଂ ଅନୁରକ୍ଷଣ.
                 | 
             
         
        
            
                | 
                     
                 | 
             
            
                
                    
                        ଆପଣଙ୍କ ସୂଚନାର ଉପଯୋଗ
                 | 
             
            
                | 
                    ଆମେ ଆପଣଙ୍କର ସୂଚନା ବ୍ୟବହାର କରୁ:
                 | 
             
         
        
            
                | 
                     
                 | 
                
                    »
                 | 
                
                    ଆପଣ ଅନୁରୋଧ କରିଥିବା ସମ୍ପତ୍ତି, ସେବା ଏବଂ ସୂଚନା ସହିତ ଉପଲବ୍ଧ କରିବାକୁ ସକ୍ଷମ କରିବାକୁ;
                 | 
             
            
                | 
                     
                 | 
                
                    »
                 | 
                
                    ଏହା ନିଶ୍ଚିନ୍ତ କରିବାକୁ ସାଇଟ୍ ର ବିଷୟବସ୍ତୁ ଆପଣଙ୍କ ପାଇଁ ସବୁଠାରୁ ପ୍ରଭାବୀ ଉପାୟରେ ପ୍ରସ୍ତୁତ
                    କରାଯାଇଛି ଏବଂ ଆପଣଙ୍କର କମ୍ପ୍ୟୁଟର୍ ପାଇଁ;
                 | 
             
            
                | 
                     
                 | 
                
                    »
                 | 
                
                    ସଂଗ୍ରହ କରାଯାଇଥିବା ସୂଚନାର ବିଶ୍ଲେଷଣ କରିବାକୁ ଆମେ ବ୍ୟବସ୍ଥା କରିପାରିବୁ, ସାଇଟ୍ ର ସମର୍ଥନ
                    ଓ ସୁଧାର ଏବଂ ବିକାଶ;
                 | 
             
            
                | 
                     
                 | 
                
                    »
                 | 
                
                    ଆପଣଙ୍କୁ ସୂଚନା, ଉତ୍ପାଦନ କିମ୍ବା ସେବା ସହିତ ପ୍ରଦାନ କରିବାକୁ ଯାହାକି ଆପଣ ଆମକୁ ଅନୁରୋଧ କରିଥିଲେ
                    କିମ୍ବା ଯାହାକି ଆପଣଙ୍କୁ ପ୍ରଭାବିତ କରିବ ବୋଲି ଆମେ ଅନୁଭବ କରିଥିଲୁ, ଏହିପରି ଉଦ୍ଦେଶ୍ୟ ପାଇଁ
                    ଯେଉଁଠାରେ କି ସମ୍ମତି ପାଇଁ ସମ୍ପର୍କ କରିବାକୁ
                 | 
             
            
                | 
                     
                 | 
                
                    »
                 | 
                
                    ଆମର ସେବାରେ ପରିବର୍ତ୍ତନ ବିଷୟରେ ସୂଚୀତ କରିବାକୁ
                 | 
             
         
        
            
                | 
                     
                 | 
             
            
                | 
                    ଆମେ ଆପଣଙ୍କୁ ପୋଷ୍ଟ, ଟେଲିଫୋନ୍ କିମ୍ବା ଫ୍ୟାକ୍ସ ତଥା ଇ ମେଲ୍ କିମ୍ବା ଏସ୍ ଏମ୍ ଏସ୍ ଦ୍ବାରା
                    ସମ୍ପର୍କ କରିବୁ. ଏଗୁଡିକ ମଧ୍ୟରୁ ଯଦି କିଛିରେ ମଧ୍ୟ ଭବିଷ୍ୟତରେ ଆପଣଙ୍କୁ ସମ୍ପର୍କ କରାଯାଇଛି
                    ଯଦି ଆପଣଙ୍କ ମନ ପରିବର୍ତ୍ତନ କରିବେ ତେବେ ଦୟାକରି ଆମକୁ ଜଣାନ୍ତୁ.
                 | 
             
            
                | 
                     
                 | 
             
            
                
                    
                        ଆପଣଙ୍କ ସୂଚନାର ସଂଗ୍ରହଣ
                 | 
             
            
                | 
                    ଯେଉଁଠାରେ କି ଆମେ ଆପଣଙ୍କୁ ଦେଇଛୁ (କିମ୍ବା ଆପଣ ନିଜେ ବାଛିଛନ୍ତି) ଗୋଟିଏ ପାସଓ୍ବାର୍ଡ୍ ଯାହାକି
                    ଆପଣଙ୍କୁ ସାଇଟ୍ କିଛି ଅଂଶରେ ପହଞ୍ଚିବାରେ ସକ୍ଷମ କରିବ, ଆପଣ ଏହି ପାସଓ୍ବାର୍ଡ୍ କୁ ଗୋପନ ରଖିବାରେ
                    ଦାୟୀ. ଆମେ ଆପଣଙ୍କୁ କାହା ସହିତ ପାସଓ୍ବାର୍ଡ୍ ବିଷୟରେ ଚର୍ଚ୍ଚା ନ କରିବାକୁ ପଚାରୁଛୁ.ଦୂର୍ଭାଗ୍ୟବଶତଃ,
                    ଇଣ୍ଟରନେଟ୍ ମାଧ୍ୟମରେ ସୂଚନା ପ୍ରସାରଣ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ ନୁହେଁ. ଯଦିଓ ଆମେ ଆପଣଙ୍କର
                    ବ୍ୟକ୍ତିଗତ ଡାଟା ରକ୍ଷା କରିବାକୁ ଆମର ପୁରା ଚେଷ୍ଟା କରିବୁ, ଆମେ ସାଇଟ୍ କୁ ସଞ୍ଚାରିତ ଆପଣଙ୍କର
                    ଡାଟା ସୁରକ୍ଷାର ଗ୍ୟାରେଣ୍ଟି ଦେଇ ପାରିବୁ ନାହିଁ, କୌଣସି ସଞ୍ଚରଣ ନିଜର ରିସ୍କ ରେ. ଥରେ ଆମେ ଆପଣଙ୍କର
                    ସୂଚନା ପାଇଲା ପରେ, ଆମେ ପକ୍କା ପକ୍ରିୟା କରିବୁ ଏବଂ ଅନାଧିକୃତ ଉପଯୋଗକୁ ରୋକିବା ପାଇଁ ପ୍ରୟାସ
                    କରିବାକୁ ସୁରକ୍ଷା ଫିଚର୍.
                 | 
             
            
                | 
                     
                 | 
             
            
                
                    
                        ଆପଣଙ୍କ ସୂଚନାର ପ୍ରକାଶନ
                 | 
             
            
                
                    ମିସନ୍ ରେ ଥିବା ପ୍ରାଧିକୃତ କର୍ମୀ ଆପଣ ଦେଇଥିବା ସୂଚନାକୁ ଏକ୍ସେସେସ୍ କରିବାକୁ ସକ୍ଷମ ହୋଇପାରିବେ.
                    ଆମେ ମଧ୍ୟ ତୃତୀୟ ପାର୍ଟିକୁ ସୂଚନା ପ୍ରଦର୍ଶିତ କରିପାରୁ ଯିଏକି ନୀତି ନିର୍ଦ୍ଧାରିତ ଉଦ୍ଦେଶ୍ୟରେ
                    କିମ୍ବା ଆପଣଙ୍କ ଦ୍ବାରା ଅନୁମୋଦିତ ପ୍ରସ୍ତାବରେ ଆମ ପାଇଁ କାର୍ଯ୍ୟ କରୁଛନ୍ତି. 
                     
                    ଏହି ଗୋପନୀୟତା ନୀତିର ସର୍ତ୍ତ ଅନୁସାରେ ଆମେ ସର୍ବଦା ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବୁ କି ଆପଣଙ୍କ
                    ସୂଚନା ତୃତୀୟ ପାର୍ଟି ଦ୍ବାରା ବ୍ୟବହୃତ ହେଉଛି.
                     
                     
                    କାନୁନ୍ ଦ୍ବାରା ଏପରି କରିବାକୁ ଆବଶ୍ୟକତା ହୁଏ କିମ୍ବା ଅନୁମତି ଦେବେ ଯେତେବେଳେ କି, ଅନ୍ୟଥା ଆପଣଙ୍କ
                    ଅନୁମତି ବିନା ଆପଣ ପ୍ରଦାନ କରିଥିବା କୌଣସି ସୂଚନାର ଆମେ ଭାଗ, ବିକ୍ରୟ କିମ୍ବା ବଣ୍ଟନ କରିବୁ ନାହିଁ
                    .
                 | 
             
            
                | 
                     
                 | 
             
            
                
                    
                        IP ଠିକଣା ଏବଂ କୁକିସ୍
                 | 
             
            
                
                    ଆମେ ଆପଣଙ୍କ କମ୍ପ୍ୟୁଟର୍ ବିଷୟରେ ସୂଚନା ସଂଗ୍ରହ କରିପାରୁ, ଯେଉଁଠାରେ କି ଆପଣଙ୍କର ଆଇ ପି ଠିକଣା,
                    ଅପରେଟିଙ୍ଗ୍ ସିଷ୍ଟମ୍ ଏବଂ ବ୍ରାଉଜର୍ ର ପ୍ରକାର ଉପଲବ୍ଧ. ଏହି ସୂଚନା ହେଉଛି ବ୍ୟବହାରକାରୀଙ୍କ
                    ବିଷୟରେ ବ୍ରାଉଜିଙ୍ଗ୍ କାର୍ଯ୍ୟ ଏବଂ ପାଟର୍ନ୍ ର ଷ୍ଟାଟିସକାଲ୍ ଡାଟା, କୌଣସି ବ୍ୟକ୍ତିଙ୍କୁ ଜାଣିବାକୁ
                    କରାଯାଉନାହିଁ. ଏହା ଓ୍ବବସାଇଟ୍ ର ସିଷ୍ଟମ୍ ଆଡମିନିଷ୍ଟ୍ରେସନ୍ ପାଇଁ ଏବଂ ତୃତୀୟ ପାର୍ଟିକୁ ସମସ୍ତ
                    ସୂଚନା ଦେବାକୁ ଓ ଉନ୍ନତି କରିବାପାଇଁ ବ୍ୟବହୃତ ହୋଇଥାଏ.
                     
                     
                    ସମାନ କାରଣ ପାଇଁ, ଆମେ ଆପଣଙ୍କର କୁକୀ ଫାଇଲ୍ ବ୍ୟବହାର ଦ୍ବାରା ସାଧାରଣ ଇଣ୍ଟରନେଟ୍ ପ୍ରୟୋଗ ଯାହାକି
                    ଆପଣଙ୍କ କମ୍ପ୍ୟୁଟରରେ ହାର୍ଡ୍ ଡ୍ରାଇଭ୍ ରେ ସଂରକ୍ଷିତ ଅଛି ଏସବୁର ସୂଚନା ଆମେ ପ୍ରାପ୍ତ କରିପାରୁ.
                    ଆମେ ଏହି ସୂଚନା ସାଇଟ୍ ମାଧ୍ୟମରେ ଆପଣଙ୍କର ଗତିବିଧିର ଟ୍ରାକ୍ ରଖିବାକୁ, ସାଇଟ୍ କିପରି ବ୍ୟବହୃତ
                    ହୋଇଛି ତାହା ଦେଖିବାକୁ ଏବଂ ଏହାର ଉପଯୋଗିତାର ମୂଲ୍ୟାୟନ କରିବାକୁ ବ୍ୟବହାର କରୁ. ଟ୍ରାକିଙ୍ଗ୍
                    ପ୍ରକ୍ରିୟା ବେଳେ ଆପଣଙ୍କ ବିଷୟରେ ବ୍ୟକ୍ତିଗତ ସୂଚନା ସଂଗ୍ରହ କରାଯାଏ ନାହିଁ.
                 | 
             
            
                | 
                     
                 | 
             
            
                
                    
                        ସୁରକ୍ଷା
                 | 
             
            
                
                    ଅନଧିକୃତ ବ୍ୟକ୍ତିଙ୍କ ଠାରୁ ଆମେ ଆପଣଙ୍କର ସୂଚନାର ସୁରକ୍ଷା ପାଇଁ ଏବଂ ଅନୈତିକ ପ୍ରକ୍ରିୟା, ଦୁର୍ଘଟଣା
                    କ୍ଷତି, ବିନାଶ କିମ୍ବା ହାନୀ ବିପକ୍ଷରେ ସୁରକ୍ଷା ମେଜର ର ନିୟୋଜିତ କରିଛୁ.
                     
                     
                    ଆପଣଙ୍କର ଇ ମେଲ୍ ଠିକଣା ଏବଂ ସମ୍ପର୍କ ଠିକଣାରେ ପରିବର୍ତ୍ତନ ହେଲେ ଦୟାକରି ଆମକୁ ସୂଚିତ କରନ୍ତୁ
                    ଏବଂ ଆମର ରେକର୍ଡ୍ ଅଦ୍ୟତନ ରଖିବାରେ ଆମକୁ ସାହାଯ୍ୟ କରନ୍ତୁ.
                 | 
             
            
                | 
                     
                 | 
             
            
                
                    
                        ଆମର ଗୋପନୀୟତା ନୀତିରେ ପରିବର୍ତ୍ତନ
                 | 
             
            
                | 
                    ଆମେ ସମୟ ସମୟରେ ଏହି ନୀତିରେ ସଂସୋଧନ କରିପାରୁ. ଯଦି ଆମେ ସାଇଟ୍ ରେ ମହତ୍ତ୍ବପୂର୍ଣ୍ଣ ସୂଚନା ଦେଇ
                    କିଛି ପରିବର୍ତ୍ତନ କରୁ ଆମେ ଆପଣଙ୍କୁ ସୂଚିତ କରିବୁ.
                 | 
             
            
                | 
                     
                 | 
             
            
                
                    
                        ଆପଣଙ୍କ ଅଧିକାର
                 | 
             
            
                
                    ଆମ ରେକର୍ଡ୍ ରେ ଦିଆଯାଇଥିବା ସୂଚନାର ଗୋଟିଏ କପି ପାଇଁ ଆମକୁ ପଚାରିବାର ଅଧିକାର ଅଛି ସେଥିପାଇଁ
                    ଆମେ କିଛି ଫିସ୍ ଚାର୍ଜ କରିବୁ.
                     
                     
                    ଏହି ସାଇଟ୍ ସମୟ ସମୟରେ ତୃତୀୟ ପକ୍ଷର ଓ୍ବେବସାଇଟ୍ ର ଲିଙ୍କ୍ ଦେଇପାରେ. ଏହି ୱେବସାଇଟ୍ ମଧ୍ୟରୁ
                    ଯଦି କୈଣସି ଗୋଟିଏ ଲିଙ୍କ୍ ରେ ଆପଣ କ୍ଲିକ୍ କରିବେ, ଦୟାକରି ଧ୍ୟାନ ଦିଅନ୍ତୁ ଏହି ୱେବସାଇଟ୍ ର
                    ନିଜର ଗୋପନୀୟତା ନୀତି ରହିଛି ଏବଂ ସେଥିପାଇଁ ଆମେ ଉତ୍ତରଦାୟୀ ରହିବୁ ନାହିଁ. କିଛି ବ୍ୟକ୍ତିଗତ
                    ତଥ୍ୟ ଏହି ୱେବସାଇଟ୍ କୁ ଦେବା ପୂର୍ବରୁ ଦୟାକରି ଏହି ନୀତି ଗୁଡ଼ିକୁ ଯାଞ୍ଚ କରନ୍ତୁ.
                 | 
             
            
                | 
                     
                 | 
             
         
     
                
                
            
                     
                        
                    
                    
                    
                    
                     | 
                     
                     
                    
                 
                
                |