|  | 
                 
         
         | 
        ପାଠ୍ୟ ବିଷୟ
                         
    
        
            
                | ଏନଟିଏମ୍ ର ପାଠ୍ୟବିଷୟ ଅନୁବାଦ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସହାୟକ ହେବ |ଯେଉଁମାନେ ଅନୁବାଦ
                    କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ସେମାନଙ୍କ ପାଇଁ ପାଠ୍ୟ ବିଷୟ ପ୍ରସ୍ତୁତ କରାଯିବ | ଏଥିରେ ମୌଳିକ
                    ପାଠ୍ୟ ରହିବ ଯାହା ଏକ ଅନୁବାଦକକୁ ସହାୟତା ଦେବ | ଏନଟିଏମ୍ ତାର ବିଭିନ୍ନ କର୍ମଶାଳା, ଆଲୋଚନା ଚକ୍ରରେ
                    ଲାଘବ କରିଥିବା ଜ୍ଞାନପାଠ୍ୟ ଅନୁବାଦର ସମସ୍ୟାକୁ ମଧ୍ୟ ପାଠ୍ୟ ବିଷୟରେ ସ୍ଥାନ ଦିଆଯିବ | |  |  |