ଫଣ୍ଟ ସମ୍ବନ୍ଧୀୟ ସମସ୍ୟା

1. ଯଦି ଭାରତୀୟ ପାଠ ପରିବର୍ତ୍ତେ, ମୁଁ (ନିମ୍ନରେ ଦିଆଯାଇଥିବା ପରି) ବକ୍ସ କିମ୍ବା ପ୍ରଶ୍ନ ଚିହ୍ନ ଦେଖିବି କ’ଣ କରିବି ?
  speacial characters
 
2. ଭାରତୀୟ ଭାଷା ପାଠ ପ୍ରଦର୍ଶିତ ହେଉଛି କିନ୍ତୁ କିଛି ଶବ୍ଦ ଠିକ୍ ଭାବରେ ଗଠିତ ହୋଇନାହିଁ?
 
3. କାଶ୍ମିର୍ ଫଣ୍ଟ ଡାଉନଲୋଡ୍
ଶାନ୍ତାଳୀ ଫଣ୍ଟ ଡାଉନଲୋଡ୍
ଶିନ୍ଧୀ ଫଣ୍ଟ ଡାଉନଲୋଡ୍
 
  ସଠିକ ଭାବରେ ଭାରତୀୟ ଭାଷାର ପ୍ରଦର୍ଶିତ କରିବାକୁ ନିମ୍ନଲିଖିତ ଗୁଡ଼ିକ ହେଉଛି ସମାଧାନ
   
  a. ଆପଣ ପ୍ରଥମେ ଇଣ୍ଡିକ (ଭାରତୀୟ ଭାଷା ପ୍ରଦର୍ଶନ ପାଇଁ ୱିଣ୍ଡୋସ୍ ଫାଇଲ୍) ପ୍ରାପ୍ତ କିମ୍ବା ସ୍ଥାପିତ କରିବା ଉଚିତ୍
    Windows XP ଏବଂ ଉପରୋକ୍ତ ଅଧିକ ପାଇଁ ଇଣ୍ଡିକ୍ ପ୍ରାପ୍ତ କରିବାକୁ ଏଠାରେ କ୍ଲିକ୍ କରନ୍ତୁ
    Windows 2000 ପାଇଁ ଇଣ୍ଡିକ୍ ପ୍ରାପ୍ତ କରିବାକୁ ଏଠାରେ କ୍ଲିକ୍ କରନ୍ତୁ
   
  b. ଏହି ବ୍ରାଉଜର୍ ବ୍ୟବହାର କରିବା ଦ୍ବାରା ସାଇଟ୍ ଠିକ୍ ଭାବରେ ଦୃଶ୍ୟ ହେବ:
  - ଇଣ୍ଟରନେଟ୍ ଏକ୍ସପ୍ଲୋରର୍ 6.0 ଏବଂ ଅଧିକ
  - ଫାୟାରଫକ୍ସ 1.5 ଏବଂ ଅଧିକ
    ନୋଟ୍: ଯଦି ଆପଣଙ୍କ ପାଖରେ ଇଣ୍ଟରନେଟ୍ ଏକ୍ସପ୍ଲୋରର୍ କିମ୍ବା ଫାୟାରଫକ୍ସ ର ପୁରୁଣା ଭର୍ସନ ଅଛି ତେବେ ଏହାକୁ ଉପରେ ଦର୍ଶାଯାଇଥିବା ଭର୍ସନରେ ଅଦ୍ୟତନ କରନ୍ତୁ.
   
  c. ନିମ୍ନରେ ଦିଆଯାଇଥିବା ସମର୍ଥିତ ଅପରେଟିଙ୍ଗ୍ ସିଷ୍ଟମ୍ ଗୁଡ଼ିକ ଯାହାକି ଆପଣଙ୍କୁ ଭାରତୀୟ ଭାଷା ପାଠ ପ୍ରଦର୍ଶିତ କରିବାକୁ ଅନୁମତି ଦେବ :
   
   
 ଭାଷା ଅପରେଟିଙ୍ଗ୍ ସିଷ୍ଟମ୍
ଗୁଜୁରାଟୀ Windows XP ଏବଂ ଅଧିକ
ହିନ୍ଦୀ Windows 2000 ଏବଂ ଅଧିକ
କନ୍ନଡ Windows XP ଏବଂ ଅଧିକ
ମାଲାୟାଲମ୍ Windows XP ସହିତ ସର୍ଭିସ୍ ପ୍ୟାକ୍ 2 ରହିବା ଆବଶ୍ୟକ
ପଞ୍ଜାବୀ Windows XP ଏବଂ ଅଧିକ
ତେଲୁଗୁ Windows XP ଏବଂ ଅଧିକ
ତାମିଲ୍ Windows XP ଏବଂ ଅଧିକ
   
 
  उWindows XP ଏବଂ ଅଧିକ ପାଇଁ ଇଣ୍ଡିକ୍ ସକ୍ଷମ
  1. ଷ୍ଟାର୍ଟ୍ କୁ ଯାଆନ୍ତୁ-> ସେଟିଙ୍ଗ୍ସ -> କଣ୍ଟ୍ରୋଲ୍ ପ୍ୟାନେଲ୍-> ତାରିଖ, ସମୟ, ଭାଷା ଏବଂ ଆଞ୍ଚଳିକ ବିକଳ୍ପ -> ଭାଷା ଟ୍ୟାବ୍ -> (କମ୍ପେଲେକ୍ସ ସ୍କ୍ରିପ୍ଟ ପାଇଁ ସ୍ଥାପିତ ଫାଇଲ୍ କୁ ଟିକ୍ କରନ୍ତୁ) ଏବଂ ok କ୍ଲିକ୍ କରନ୍ତୁ.
   
    1
   
  2. OK କ୍ଲିକ୍ କରନ୍ତୁ (ନିମ୍ନସ୍ଥ ଚିହ୍ନରେ)
   
    1
   
  3. ଇଣ୍ଡିକ୍ ସକ୍ଷମ କରିବାକୁ ଆପଣଙ୍କୁ Windows XP CD ଆବଶ୍ୟକ ହେବ.
   
 
 
   
    Windows 2000 ପାଇଁ ଇଣ୍ଡିକ୍ ସକ୍ଷମ କରନ୍ତୁ
  1. ଷ୍ଟାର୍ଟ୍ କୁ ଯାଆନ୍ତୁ> ସେଟିଙ୍ଗ୍ସ -> କଣ୍ଟ୍ରୋଲ୍ ପ୍ୟାନେଲ୍-> ଆଞ୍ଚଳିକ ବିକଳ୍ପ-> ଭାଷା-> ଇଣ୍ଡିକ୍ (ଇଣ୍ଡିକ୍ କୁ ଟିକ୍ କରନ୍ତୁ) ଏବଂ OK କ୍ଲିକ୍ କରନ୍ତୁ.
   
    1
   
  2. କ୍ଲିକ୍ OK (ନିମ୍ନସ୍ଥ ଚିହ୍ନରେ)
   
    1
   
  3. ଇଣ୍ଡିକ୍ ସକ୍ଷମ କରିବାକୁ ଆପଣଙ୍କୁ Windows 2000 CD ଆବଶ୍ୟକ ହେବ.