ଶିକ୍ଷକ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖା: ବୃତ୍ତିଗତ ଏବଂ ମାନବିକ ଶିକ୍ଷକ ପ୍ରସ୍ତୁତି କରିବା ଦିଗରେ (NCFTE-2009)

ଭାରତୀୟ ଭାଷା ସଂସ୍ଥାନର ଜାତୀୟ ଅନୁବାଦ ମିଶନ୍, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ ପାଇଁ ଶିକ୍ଷକ ଶିକ୍ଷା ପାଇଁ ଜାତୀୟ ପାଠ୍ୟକ୍ରମ ରୂପରେଖା - 2009କୁ 16ଟି ଭାରତୀୟ ଭାଷାରେ ଅନୁବାଦ କରିଛି।

ରାଷ୍ଟ୍ରୀୟ ଅନୁବାଦ ମିଶନ ଦ୍ୱାରା ବିଭିନ୍ନ ଭାଷାରେ କରାଯାଇଥିବା ଅନୁବାଦଗୁଡ଼ିକର ତାଲିକା!


No. Language No. Language
1 Assamese 9 Manipuri
2 Bengali 10 Marathi
3 Dogri 11 Odia
4 Hindi 12 Punjabi
5 Kannada 13 Santali
6 Konkani 14 Tamil
7 Maithili 15 Telugu
8 Malayalam 16 Urdu

    ଇଂରାଜୀ ସଂସ୍କରଣ ପଢ଼ନ୍ତୁ!