ଟ୍ରାନସଲେସନ୍ ଟୁଡେ
A Biannual Double-blind Peer-reviewed refereed UGC Approved Journal

ଟ୍ରାନସଲେସନ୍ ଟୁଡେ, ଏନଟିଏମ୍ ପ୍ରକାଶିତ ଏକ ଷାଣ୍ମାସିକ ପତ୍ରିକା | ଏଥିରେ ଅନୁବାଦ ସମ୍ବନ୍ଧିତ ବିଷୟ ପ୍ରକାଶିତ ହୁଏ | ଏହା ଏକ ମାନକ ଆନ୍ତର୍ଜାତିକ ପତ୍ରିକା, ଯାହାର ସମୀକ୍ଷା ଏକ ସଂପାଦକ ମଣ୍ଡଳୀ କରନ୍ତି | ଏହି ପତ୍ରିକାଟି ଅନୁବାଦ ଅଧ୍ୟୟନ ଏବଂ ସମ୍ବନ୍ଧିତ ବିଷୟ, ଅଭିଜ୍ଞ ଅନୁବାଦକ ଏବଂ ବିଦ୍ୱାନ ମାନଙ୍କ ସାକ୍ଷାତକାର, ସମୀକ୍ଷା ପ୍ରବନ୍ଧ ଆଦି ପ୍ରକାଶ କରେ | ଏହା ନୂତନ ଅନୁବାଦକମାନଙ୍କୁ ଅନୁବାଦ ବିଷୟରେ ଅବଗତ କରାଇ, ବିଦ୍ୱାନମାନଙ୍କ ମଧ୍ୟରେ ଆଲୋଚନା ପାଇଁ ଏକ ସ୍ଥାନ ଦିଏ | ଏହା ସମ୍ଭାବନାମୟ ଉତ୍କୃଷ୍ଟ କାର୍ଯ୍ୟକଳାପ ପ୍ରତି ଏବଂ ଅନୁବାଦକର ସାମାଜିକ ଦାୟିତ୍ୱବୋଧତା ଆଡ଼କୁ ଅନୁବାଦକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସାହାଯ୍ୟ କରେ | ପତ୍ରିକାର ଇ-ସଂସ୍କରଣ ପାଇଁ ଏଠି କ୍ଲିକ୍ କରନ୍ତୁ
 

ଇ-ଜାଇନ୍

ଭାରତୀୟ ଭାଷାରୁ ଏବଂ ଅନ୍ୟ ଭାଷାକୁ ମୌଳିକ ଅନୁବାଦ ଓ ପ୍ରବନ୍ଧ ପ୍ରକାଶ କରିବା ପାଇଁ ଟ୍ରାନ୍ସଲେସନ୍ ଟୁଡେ ପ୍ରତ୍ରିକା ଅନୁବାଦ ଅଧ୍ୟୟନ କ୍ଷେତ୍ରରେ ସାମୂହିକ ବିକାଶ କରିବାକୁ ପ୍ରସ୍ତାବ ଦେଉଛି.

ଟ୍ରାନ୍ସଲେସନ୍ ଟୁଡେ ଅନୁବାଦ ବିଷୟରେ ସମ୍ପୂର୍ଣ୍ଣ ପ୍ରବନ୍ଧ ଏବଂ ଅନୁବାଦ ସମ୍ପର୍କିତ ସମସ୍ୟା ବିଷୟରେ, ଯାହାକି ଏକ ସମସ୍ୟାକୁ ଆକ୍ଷେପ କରୁଛି ଏବଂ ଗୋଟିଏ ସମାଲୋଚନାମୂଳକ ଲେଖା ଯାହାକି ଦରକାରୀଭାବରେ ଗୋଟିଏ ସମାଧାନ ଉପଲବ୍ଧ କରିବା ଛଡ଼ା, ସମୀକ୍ଷା ଲେଖା ଏବଂ ଅନୁବାଦ ସମୀକ୍ଷା ଏବଂ ଅନୁବାଦ ବିଷୟରେ ପୁସ୍ତକ, ମୌଳିକ ଅନୁବାଦ, ସମ୍ପାଦକୀୟ, ଟ୍ରାନ୍ସଲେସନ୍ ଟୁଡେର ଦ୍ରୁତ ଅନୁସନ୍ଧାନ, ଅନୁବାଦକର ସୂଚକାଙ୍କ, ଅଂଶିଦାରୀ ଏବଂ ଲେଖକଙ୍କୁ ସାହାଯ୍ୟ କରିବ. ଭବିଷ୍ୟତରେ ଏହା ନୂତନ ବିଷୟରେ ଯେପରିକି ଅନୁବାଦ କାର୍ଯ୍ୟର ମାର୍କେଟ୍, ଅନୁବାଦ ସଫ୍ଟୱେର ମାର୍କେଟ୍. ସାଧାରଣ ଭାବରେ ଅନୁବାଦରୁ ସୃଷ୍ଟି ହେଉଥିବା ସମସ୍ୟା ଓ ବିଭ୍ରାନ୍ତି, ଏବଂ ଭାରତୀୟ ଭାଷାରୁ ଏବଂ ଭାରତୀୟ ଭାଷାକୁ ବିଶେଷରୂପରେ ଏଠାରେ ଅଧିକ ଧ୍ୟାନ ପାଉଛନ୍ତି. ଯଦିଓ କି ପତ୍ରିକାଟି କେବଳ ଭାରତୀୟ ଭାଷାରେ ଜଡ଼ିତ ଥିବା ସମସ୍ୟାଗୁଡ଼ିକୁ ସହିତ ଡିଲ୍ କରୁନାହିଁ.

ବ୍ୟାକରଣ ଚିନ୍ତାଧାରା ଯାହାକି ଭାରତକୁ ନୂତନ ନୁହେଁ, ଅନୁବାଦ ଗୋଟିଏ ଚିନ୍ତା ଗୋଷ୍ଠୀ ପରି ଭାରତକୁ ନୂତନ ନୁହେଁ ଏବଂ ବିକାଶଶୀଳ ଦେଶ. ଏହିପରି ଅନେକଗୁଡ଼ିଏ ବହୁଭାଷୀ ଦେଶରେ ଅନୁବାଦକ ମାନଙ୍କର ସ୍ବପ୍ନ ଅଛି.
  » ଆମେ ଅନୁବାଦର ଗତିବିଧିରେ ତୀବ୍ରତା ଚାହୁଁଛୁ
  » ଆମେ ଅନୁବାଦ ଅଧ୍ୟୟନ ସୀମା ବୃଦ୍ଧି କରିବାକୁ ଚାହୁଁଛୁ
  » ଆମେ ଅନୁବାଦିତ ଶବ୍ଦରେ ଉତ୍କୃଷ୍ଟତା ଚାହୁଁଛୁ