ଡାଟାବେସ

ଏନଟିଏମ ୬ଟି ଡାଟାବେସ ତିଆରି କରିଛି, ଅନୁବାଦକଙ୍କ ପାଇଁ ରାଷ୍ଟ୍ରୀୟ ରେଜିଷ୍ଟର(NRT), ଭାରତୀୟ ବିଶ୍ୱବିଦ୍ୟାଳୟ ଡାଟାବେସ, ଫେକଲ୍ଟି ଡାଟାବେସ/ ବିଶାରଦ ରିପୋଜିଟୋରୀ, ପ୍ରକାଶକ ଡାଟାବେସ୍, ଅନୁବାଦ ଗ୍ରନ୍ଥସୂଚୀର ଡାଟାବେସ ଏବଂ ଶବ୍ଦକୋଷ ଓ ପାରିଭାଷିକ ଶବ୍ଦାବଳୀ ଡାଟାବେସ ଯାହା କେବଳ ଏନଟିଏମ କୁ ତାର ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ ନକରି ବିଦ୍ୱାନ,ପ୍ରକାଶକ, ଛାତ୍ର ଏବଂ ଅନୁବାଦକମାନଙ୍କୁ ମଧ୍ୟ ସାହାଯ୍ୟ କରିବ| ଏହି ଡାଟାବେସଗୁଡ଼ିକ ଭାରତୀୟ ଅନୁବାଦକ, ବିଶ୍ୱବିଦ୍ୟାଳୟ ଓ ସେମାନଙ୍କ ପାଠ୍ୟକ୍ରମ, ବିଭିନ୍ନ ବିଷୟର ବିଶାରଦ ଏବଂ ପ୍ରକାଶକ, ଅନୁବାଦ ଗ୍ରନ୍ଥ,ଶବ୍ଦକୋଷ, ପାରିଭାଷିକ ଶବ୍ଦାବଳୀ, ଥେସରୀ ଉପରେ ସୂଚନା ଏବଂ ତଥ୍ୟ ଯୋଗାଏ |