ସାଧନ

ଅନୁବାଦକମାନଙ୍କୁ ଜ୍ଞାନପାଠ୍ୟ ଅନୁବାଦରେ ସାହାଯ୍ୟ କରିବା ପାଇଁ, ଏନଟିଏମ୍ ପାରିଭାଷିକ ଶବ୍ଦାବଳୀ, ଶବ୍ଦକୋଷ ଇତ୍ୟାଦି ସମ୍ବଳ ପ୍ରସ୍ତୁତ କରୁଛି | ଏହି ସମ୍ବଳଗୁଡ଼ିକ ଅନୁବାଦକମାନଙ୍କ ସୁବିଧା ପାଇଁ ଅନଲାଇନ୍ ଉପଲବଧ କରାଯିବ |